ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତ : କକା-ପୁତୁରା ଓ ଅବସରପ୍ରାପ୍ତ ପୋଷ୍ଟମାଷ୍ଟର ମୃତ, ୫ ଜଣ ଗୁରୁତର

ବରପାଲି : ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଅପରାହ୍ନରେ ବଜ୍ରପାତ ହୋଇଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୫ ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ‌ହେଲେ ବୃହସ୍ଵତୀ ଦୀପ (୫୫), ଅବଧୂତ ଦୀପ (୩୬) ଓ ଅଚ୍ୟୁତ ରହନା (୬୫)। ବୃହସ୍ପତୀ ଓ ଅବଧୂତ ସଂପର୍କରେ କକା-ପୁତୁରା ଥିବା ବେଳେ ଅଚ୍ୟୁତ ୧୦ ବର୍ଷ ହେବ ପୋଷ୍ଟ ମାଷ୍ଟର ଭାବେ ଚାକିରିରୁ ଅବସର ନେଇଥିଲେ। ସୂଚନା … Continue reading ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତ : କକା-ପୁତୁରା ଓ ଅବସରପ୍ରାପ୍ତ ପୋଷ୍ଟମାଷ୍ଟର ମୃତ, ୫ ଜଣ ଗୁରୁତର